ଓଡିଶା

ମଂଚେଶ୍ୱର ଥାନା ଅଧୀନ ସମେଇଗାଡ଼ିଆ ମସାଣି ନିକଟରେ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର : ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର l ମଂଚେଶ୍ୱର ଥାନା ଅଧୀନ ସମେଇଗାଡ଼ିଆ ମସାଣି ନିକଟରେ ଥିବା ଏକ ଗଛରେ ଝୁଲୁଛି ଜଣେ ଯୁବକଙ୍କ ମୃତଦେହ l ସ୍ଥାନୀୟ ଲୋକ ଆଜି ସକାଳୁ ମୃତଦେହ ଦେଖିବାପରେ ମଂଚେଶ୍ୱର ଥାନାକୁ ଖବର ଦେଇଥିଲେ l ଘଟଣାସ୍ଥଳରେ ପୋଲିସ ପହଂଚି ଶବ ଜବତ କରିବା ସହ ତଦନ୍ତ କରୁଛି l ଅନ୍ୟପକ୍ଷେ ଯୁବକ ଜଣକ ସେଠାକୁ କେମିତି ଆସିଲେ l ତାଙ୍କ ଘର କୋଉଠି ତାହା ଜଣା ପଡ଼ିନାହିଁ l ଯୁବକଙ୍କୁ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇ ଥାଇ ପରେ ବୋଲି ପୋଲିସ ସନ୍ଦେହ କରୁଛି l

Related posts

ଭବାନୀପାଟଣାର ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ରେଳ ଦୁର୍ଘଟଣା : ଚନ୍ଦକା ଥାନାରେ ୫ଜଣିଆ ଟିମ୍

mahabharatanews

ଶାରଳା ମନ୍ଦିରରେ ନୂଆ ନିୟମ ; ମନ୍ଦିର ଭିତରକୁ ମୋବାଲଇ ମନା

mahabharatanews