Uncategorized

ଦିଲ୍ଲୀ ହିଂସା: ପିଏଫଆଇ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ଆଇଏସ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିଥିବା ଏକ ଦମ୍ପତି ଗିରଫ ହେବା ପରେ ଆଜି ଦିଲ୍ଲୀ ସ୍ପେଶ।।ଲ ସେଲ ଦାନିଶ ଅଲ୍ଲୀ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଦାନିଶକୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ସଦସ୍ୟ କୁହାଯାଉଛି । ଉତ୍ତର ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକୁ ଭଡକେଇବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ପୁଲିସ ୩୩ ବର୍ଷୀୟ ଯୁବକକୁ ଗିରଫ କରିଛି । ପୁଲିସ ଅନୁଯାୟୀ, ଗିରଫ ଯୁବକର ନାମ ମହମ୍ମଦ ଦିନେଶ ଓ ସେ ତ୍ରିଲୋକପୁରୀ ଅଞ୍ଚଳର ବାସିନ୍ଦା । ଦିଲ୍ଲୀ ହିଂସା ବିରୋଧରେ ହିଂସା ସୃଷ୍ଟି କରିବାକୁ ସେ ପିଏଫଆଇ ସଂଗଠନକୁ ଅର୍ଥ ଯୋଗଉଥିଲା ।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ

mahabharatanews

ବୀରାପାନ୍ନର ଘନିଷ୍ଠ ମହିଳା ସହଯୋଗୀ ଗିରଫ

mahabharatanews

ରାଣାୱତ ଭଉଣୀଙ୍କ ନାମରେ ଦେଶଦ୍ରୋହ ମାମଲାରେ ସମନ

mahabharatanews