ଓଡିଶା

ଦେବଗଡ଼ ଜିଲ୍ଲା ବାରକୋଟ ବିଦ୍ୟୁତ୍ ବିଭାଗର ମକଡ୍ରିଲ

ଦେବଗଡ଼ ଜିଲ୍ଲା ବାରକୋଟ ବିଦ୍ୟୁତ୍  ବିଭାଗ ର ମକଡ୍ରିଲ . ଆଜି ବିଦୁତ କର୍ମଚାରୀ ସୁରକ୍ଷା ନିୟମ ପାଳନ କରି ହେଲମେଟ ପିନ୍ଧିବା,  ବେଲ୍ଟ ଲଗେଇବା ଏବଂ ମୂଲ୍ୟବାନ ଜୀବନ ରକ୍ଷା ପାଇଁ ସଚେତନତା କରିବାକୁ ଦେବଗଡ ଜିଲ୍ଲା ବାରକୋଟ ବିଦ୍ୟୁତ୍ କର୍ମଚାରୀ  ସୁରକ୍ଷା ନିୟମ ପାଳନ କରି ହେଲମେଟ ପିନ୍ଧିବା,  ବେଲ୍ଟ ଲଗେଇବା ଏବଂ ମୂଲ୍ୟବାନ ଜୀବନ ରକ୍ଷା ପାଇଁ  କର୍ମ ଚାରିମାନଙ୍କୁ  ପ୍ରଶିକ୍ଷଣ ଏବଂନିବେଦନ କରାଯାଉଛି । ବିଦୂତ କର୍ମ କରିଲା ବେଳେ ଉପକରଣ ବ୍ୟବହାର  ଦୁର୍ଘଟଣାର ମୁଖ୍ୟ କାରଣ ଯାହା ଆମ ଜୀବନ ତଥା ଆମ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ,ତାହାକୁ ଏଡ଼ାଇବା ହୃଦ ଘ।ତ ରୁ କିପରି  ବଞ୍ଚାଇ ପରିବା, ପାଇଁ ଆଜି ବାରକୋଟ ବିଦ୍ୟୁତ୍ ବିଭାଗ ତରଫରୁ କର୍ମ ଚାରି ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଛି ।

Related posts

ଆଜି ରାଷ୍ଟପତି ଶୁଭାରମ୍ଭ କରିବେ ତିନୋଟି ନୂଆ ଟ୍ରେନ୍

mahabharatanews

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଲା କାର

mahabharatanews

ତୁଟୁନି ବିବାଦ ; ୨ଦିନ ହେଲା ଉପାସରେ ପ୍ରଭୁ ଲିଙ୍ଗରାଜ

mahabharatanews