ଓଡିଶା

୧୫ରୁ ଭୁବନେଶ୍ୱର-ଦୁବାଇକୁ ଆରମ୍ଭ ବିମାନ ସେବା

(ଭୁବନେଶ୍ୱର) : ଚଳିତ ମାସ ’୧୫ରୁ ଭୁବନେଶ୍ୱର-ଦୁବାଇକୁ ଆରମ୍ଭ ହେବ ବିମାନ ସେବା । ସପ୍ତାହରେ ୩ଦିନ ତଥା ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ଆଜିଠାରୁ ଅଗ୍ରୀମ ଟିକଟ ବୁକିଂ ସେବା ଆରମ୍ଭ ହୋଇଛି । କରୋନା ପୂର୍ବରୁ କୁଆଲାଲମପୁର ସେବା ବନ୍ଦ ହୋଇଥିଲା ।

ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧା ସଳଖ ବିମାନ ସେବା ଆରମ୍ଭ ହେବ । ଏହି ସହରକୁ ସପ୍ତାହରେ ଦୁଇ ଦିନ ଉଡିବ ବିମାନ । ସିଙ୍ଗାପୁରକୁ ମଙ୍ଗଳବାର ଓ ଶନିବାର ବିମାନ ଯାତ୍ରା କରିବ ।

 

Related posts

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବ ନିରାଡମ୍ବର ରୂପେ ପାଳନ କରିବାକୁ ମଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

mahabharatanews

ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି

mahabharatanews

କାମ କରୁଥିବା ବେଳେ ଭୁଶୁଡିଲା ପୋଲ, ୨ଶ୍ରମିକ ମୃତ

mahabharatanews