ଓଡିଶା

ସମଲ ବ୍ୟାରେଜ ଗେଷ୍ଟ ହାଉସ ଠାରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ୨୦୨୬

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ପଞ୍ଚାୟତ ଅଧୀନ ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ ସମଲ ସମ୍ପଦ  ବିଭାଗ  ପକ୍ଷରୁ ଚଳିତ ବର୍ଷ ତା ୬/୦୧/୨୦୨୬ରିଖ ଠାରୁ ୨୦/୦୧/୨୦୨୬ରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ ହେବ । ଏହି ଅବସରରେ ମୁଖ୍ୟକର୍ମ ବିଭାଜନ, ସମଲ ସ୍ତରୀୟ ପାଣି ପଞ୍ଚାୟତ ସମାରୋହ ତା ୬/୦୧/୨୦୨୬ରିଖରେ ସମଲ ଜଳଭଣ୍ଡାର ପ୍ରକଲ୍ପର ଅତିଥି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ଉତ୍ସବ ରେ ପାଳଲହଡା ର ଲୋକପ୍ରିୟ ବିଧାୟକ ଅଶୋକ ମହାନ୍ତି ,ସମଲ ଜଳ ସମ୍ପଦ ମୁଖ୍ୟଯନ୍ତ୍ରୀ ହୁରୁଦାନନ୍ଦ ମଲିକ, ଏସି ସମିୟକ ବିକାଶ ସୁବୁଦ୍ଧି, ଆଇଆଇସି ମୃଲାଲ  କାଲୋ, ଚାଷୀ ଶ୍ରୀକାନ୍ତ ସାହୁ, ବିଦେଶୀ ମହାନ୍ତି, ସତ୍ୟାନନ୍ଦ ଗଡ଼ନାୟକ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭଗବାନ ଦାସ,  ଜିଲ୍ଲା କୃଷି ଅଧିକରିନି ଅନୁପୂର୍ଣା ବେହେରା ସମଲ କନିଷ୍ଟ ଯନ୍ତ୍ରୀ ଶ୍ରୀକାନ୍ତ ବେହେରା ସମେତ ସମସ୍ତ ପଦା ଅଧିକାରୀ ଓ ଚାଷୀ, କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପାଲଲହଡ଼ା ବିଜେପି ବିଧାୟକ ପୁରସ୍କାର ବିତରଣ କରିଥିଲେ ।

Related posts

ଆଶ୍ରୀତ ପଟ୍ଟନାୟକଙ୍କ ପ୍ରଚାର ବେଳେ ହିଂସାକାଣ୍ଡ

mahabharatanews

ଆସନ୍ତାକାଲିଠୁ ଡାକ୍ତରୀ ନାମଲେଖା ପଞ୍ଜିକରଣ 

mahabharatanews

୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆସି ପହଂଚିବେ

mahabharatanews