ଓଡିଶା

ରସିକିଆ ଡାକ୍ତର ମାଟ୍ରିକ ଫେଲ୍

ଭୁବନେଶ୍ୱର: ଯୋଗ୍ୟତା ଡାକ୍ତର କିନ୍ତୁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ୍ । ହେଲେ କହି ବୁଲୁଛନ୍ତି ମୁଁ ଜଣେ ବଡ଼ ଡାକ୍ତର । ଏସମ୍ପର୍କରେ ଆଜି ଏହି ନକଲି ଡାକ୍ତରଙ୍କ ଜଣେ ସମ୍ପର୍କୀୟ ପର୍ଦ୍ଦାଫାସ କରିଛନ୍ତି । ଖାଲି ସେତିକି ନୁହେଁ ଡାକକ୍ତର ବାବୁ ଜଣକ ବାହା ହୋଇଛନ୍ତି ୧୮ଜଣ ମହିଳାଙ୍କୁ । ଏନେଇ ଅଭିଯୋଗ ଆସିବା ପରେ ପୁଲିସ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତ ପରେ ନକଲି ଡାକ୍ତରଙ୍କ ହୋଇଛି ପର୍ଦ୍ଦାଫାସ । କେବଳ ବିବାହ ନୁହେଁ ନିଜର ଖୋଥିବା କ୍ଲିନକରେ ମଧ୍ୟ କର୍ମଚାରୀଙ୍କୁ ଦୀର୍ଘମାସର ଦରମା ଦେଇ ନାହାନ୍ତି । ତେବେ ଡାକ୍ତରଙ୍କ ପ୍ରଥମ ପତ୍ନୀଙଙ୍କର ୩ଟି ପିଲା ଅଛନ୍ତି । ସମସ୍ତେ ବିଦେଶରେ ମଧ୍ୟ ଅଛନ୍ତି । ସେହିପରି ଜଣେ ଡାକ୍ତରଙ୍କ ପୁଅକୁ ମେଡ଼ିକାଲରେ ଆଡମିଶନ କରାଇଦେବି କହି ୬୦ ହଜାର ଟଙ୍କା ଲୁଟିଛନ୍ତି ଡାକ୍ତର ରମେଶ ସ୍ୱାଇଁ ।

Related posts

କଙ୍କରୋଡା ସାଇନ୍ସ କଲେଜ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

mahabharatanews

୨୧ ପର୍ଯ୍ୟନ୍ତ ପ୍ରବଳ ଖରା ,ରେକର୍ଡ ଭାଙ୍ଗିବ ତାପମାତ୍ରା

mahabharatanews

କଲେଜ୍ ରେ ପରୀକ୍ଷା କରିବା ନେଇ ଜାରି ହେଲା ଗାଇଡଲାଇନ୍

mahabharatanews