ଦେଶ ବିଦେଶଘରୋଇ ହସ୍ପିଟାଲରେ ଚିକିତ୍ସା କରିପାରିବେ ନାହିଁ ସରକାରୀ ଡାକ୍ତରmahabharatanewsApril 13, 2026 by mahabharatanewsApril 13, 2026021 ସରକାରୀ ହସ୍ପିଟାଲରେ ନିଯୁକ୍ତ ଥିବା ଡାକ୍ତର ମାନେ ଏଣିକି ଘରୋଇ ହସ୍ପିଟାଲରେ ଚିକିତ୍ସା କରିପାରିବେ ନାହିଁ | ବିହାରରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ନୀତିଶ କୁମାର ।...
ଅପରାଧଓଡିଶା୨୦ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଡାକ୍ତରmahabharatanewsApril 19, 2023 by mahabharatanewsApril 19, 20230148 ଯାଜପୁର:ଯାଜପୁର ଜିଲ୍ଲାର ଦାନାଗାଡି ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟାକେନ୍ଦ୍ରର ମେଡିକାଲେ ଅଫିସର ଡକ୍ଟର ପ୍ରବିତ୍ର କୁମାର ସେଠୀ ଓ ସିକୁରିଟି ଗାଡ ଅରବିନ୍ଦ କାନ୍ଦି ନୋଇ ଧରାପଡିଛନ୍ତି । ଗତ ମାସ ମାର୍ଚ୍ଚ ୩୦ ତାରିଖ...
ଓଡିଶାନକଲି ଡାକ୍ତରର ଠକେଇ କାହାଣୀmahabharatanewsFebruary 28, 2022February 28, 2022 by mahabharatanewsFebruary 28, 2022February 28, 20220291 (ଭୁବନେଶ୍ୱର) : ଓଟିଟି ପ୍ଲାଟଫର୍ମରେ ପରିବେଷିତ ହେବ ନକଲି ଡାକ୍ତର ରମେଶ ସ୍ୱାଇଁର ଠକେଇ କାହାଣୀ । ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ଓ ଠକେଇର କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ‘ୱେବ୍...
ଓଡିଶାରସିକିଆ ଡାକ୍ତର ମାଟ୍ରିକ ଫେଲ୍mahabharatanewsFebruary 17, 2022 by mahabharatanewsFebruary 17, 20220313 ଭୁବନେଶ୍ୱର: ଯୋଗ୍ୟତା ଡାକ୍ତର କିନ୍ତୁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ୍ । ହେଲେ କହି ବୁଲୁଛନ୍ତି ମୁଁ ଜଣେ ବଡ଼ ଡାକ୍ତର । ଏସମ୍ପର୍କରେ ଆଜି ଏହି ନକଲି ଡାକ୍ତରଙ୍କ ଜଣେ ସମ୍ପର୍କୀୟ ପର୍ଦ୍ଦାଫାସ କରିଛନ୍ତି...