Uncategorized

ଦୁର୍ଗାପୁରରେ ଭୂମିକମ୍ପ: ତୀବ୍ରତା ୪.୧

(କୋଲକାତା): ପଶ୍ଚିମବଙ୍ଗର ଦୁର୍ଗାପୁରରେ ବୁଧବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୫୪ ମିନିଟରେ ଏହି କମ୍ପନ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୪.୧ ଥିବା ନ୍ୟାସନାଲ୍ ସେଣ୍ଟର ଅଫ୍ ସିସ୍ମୋଲୋଜି ସୂଚନା ଦେଇଛି । ଏଥିରେ କୌଣସି କ୍ଷୟକ୍ଷତି ବା ମୃତାହତର ସୂଚନା ଆସିନାହିଁ । ତେେ ସକାଳୁ ସକାଳୁ ଭୂମିକମ୍ପ ଅନୁଭୂତ ହେବା ସମୟରେ ଅନେକ ନିଦ୍ରାରେ ଥିବାରୁ ଏସମ୍ପର୍କରେ ଜାଣି ପାରି ନ ଥିଲେ । ଯେଉଁମାନଙ୍କୁ ଅନୁଭୂତ ହୋଇଥିଲା, ସେମାନେ ଘରୁ ବାହାରି ଖାଲି ଜାଗାକୁ ପଳାଇଥିଲେ ।

Related posts

ବାଣିଜ୍ୟ କ୍ଷେତ୍ରରେ ଉଜବେକିସ୍ଥାନ ସହ ଭାରତ କାମ କରିବ

mahabharatanews

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟରେ ‘ପିଏଫଆଇ’ର କ୍ୟୁରେଟିଭ ପିଟିସନ ଦାଖଲ

mahabharatanews

ରାଷ୍ଟ୍ରପତି ଭବନରେ କରୋନା: ୧୨୫ ପରିବାରକୁ ସେଫ ଆଇସୋଲେସନ ନିର୍ଦ୍ଦେଶ

mahabharatanews