ଓଡିଶା

ଶିକ୍ଷା ସଚେତନ ନିତି ଅନୁଯାଇ ସମଗ୍ର ରାଜ୍ୟରେ ଶିକ୍ଷା ରଥ ପରିଭ୍ରମଣ

ସାଲେପୁର : ରାଜ୍ୟ ସରକାରଙ୍କ ଶିକ୍ଷା ସଚେତନ ନିତି ଅନୁଯାଇ ସମଗ୍ର ରାଜ୍ୟ ରେ ଶିକ୍ଷା ରଥ ପରିଭ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ ସମସ୍ତେ ସରକାରୀ ବିଦ୍ୟାଳୟକୁ ଆସିବା ପାଇସାଲେପୁର ଶିକ୍ଷା ମଣ୍ଡଳ ତରଫରୁ ଶିକ୍ଷା ରଥର ଶୁଭାରମ୍ଭ ହୋଇଛି । ସାଲେପୁର ବି.ଇ.ଓ. ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଥିଲେ ।

କୋରାନା ମହାମାରୀ ପରେ ସମସ୍ତ ବିଦ୍ୟାଳୟ ଖୋଲିଛି। ସମସ୍ତ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସି ଶିକ୍ଷା ଗ୍ରହଣ କରିବା ଲକ୍ଷ ନେଇ ଏହି ଶିକ୍ଷା ରଥ ପ୍ରତେକ ସ୍କୁଲକୁ ପରିଭ୍ରମଣ କରୁଛି । ଵିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଏହି ରଥକୁ ସ୍ୱାଗତ କରୁ ଥିବା କହିଛନ୍ତି ।

Related posts

ବସ୍, ରେଳ ଷ୍ଟେସନ, ଦୋକାନ ପୋଡିଲେ ଆନ୍ଦୋଳନକାରୀ

mahabharatanews

କାର୍ଯ୍ୟରେ ଅବହେଳା, ୧୦ ଶିକ୍ଷକଙ୍କୁ କାରଣ ଦର୍ଶାଅ ଓ ଦରମା ବନ୍ଦ କଲେ BEO

mahabharatanews

ରାଜ୍ୟର ସବୁଠୁ ଲମ୍ବା ଫ୍ଲାଏ ଓଭରବ୍ରିଜ୍ ଲୋକାର୍ପିତ 

mahabharatanews