ଓଡିଶା

ବୃଦ୍ଧି ପାଉଛି ହାତୀ ଉପଦ୍ରଵ , ଧାନ ଖାଇ ଭାଙ୍ଗିଲା ଘର

 (କେଉଁଝର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏହି କ୍ରମରେ  କେନ୍ଦୁଝରରେ ପୁଣି ଦନ୍ତା ଆତଙ୍କ। ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ଭାଙ୍ଗିବା ସହ ବ୍ୟାପକ କ୍ଷତକ୍ଷତି କରିଛି ଏହି ଗୋଠ ଛଡ଼ା ଦନ୍ତା।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଗାଁ ଭିତରକୁ ଆସି ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଖାଇ ଦେଇଛନ୍ତି ଦନ୍ତା। କିଛି ମାସ ବ୍ୟବଧାନରେ ପୁଣି ପାଟଣା ରେଞ୍ଜରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି l ଖିରେଇଟାଙ୍ଗୀରୀ ଅଞ୍ଚଳରେ ଏକ ଗୋଠ ଛଡା ଦନ୍ତା ହାତୀ ଆତଙ୍କ ଖେଳାଇଛି। ତେବେ ରାତି ଅଧରେ ପରିବାର ଲୋକେ ଘରେ ଶୋଇଥିବା ବେଳେ ହାତୀ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Related posts

ରାଜ୍ୟରେ ଅପଗ୍ରେଡ ଶହେ ହାଇସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

mahabharatanews

ନାଲମ ନୃସିଂହନାଥ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆରୋଗ୍ୟ କାମନା

mahabharatanews

ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ୱାରା ରକ୍ତ ନମୁନା ସଂଗ୍ରହ

mahabharatanews