ଓଡିଶା

ଶିମିଳିପାଳରେ ୬ଟି ଟାୱାରରେ ଲଗା ଯାଇଛି AI କ୍ୟାମେରା

ଭୁବନେଶ୍ୱର : ଜଙ୍ଗଲରେ ନିଆଁ ଚିନ୍ତା । ତେଣୁ ଏଥିପାଇଁ ଜଙ୍ଗଲ ଜଗିବ AI କ୍ୟାମେରା । ଜଙ୍ଗଲରେ ନିଆଁ ଲାଗିବା ମାତ୍ରେ ସୂଚନା ଦେବ କ୍ୟାମେରା । ତେଣୁ ଶିମିଳିପାଳରେ ଲାଗିଲା ୩୬୦ ଡିଗ୍ରୀ AI କ୍ୟାମେରା । ତେବେ ୬ଟି ଟାୱାରରେ ଲଗା ଯାଇଛି ଏହି କ୍ୟାମେରା । ଧୂଆଁ ଉଠିବା ମାତ୍ରେ ସମ୍ପୃକ୍ତ ସ୍ଥାନ କୁ ଜୁମ କରି ଭିଡିଓ କରିବା ସହ ଲୋକେସନ ଜଣାଇବ କ୍ୟାମେରା । ଆଗକୁ ସାତକୋଶିଆ ସହ ଦକ୍ଷିଣ ଓଡିଶା ଜଙ୍ଗଲ ରେ ଏହି କ୍ୟାମେରା ଲଗାଇବାକୁ ଯୋଜନା ରହିଛି । ଏନେଇ ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

Related posts

ଗରିବଙ୍କୁ ସହଯୋଗର ହାତ ବଢ଼ାଇଲା ଡ୍ରିମ ଇଣ୍ଡିଆ ଟ୍ରାନ୍ସଫରମେସନ

mahabharatanews

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା

mahabharatanews

 ବାବା ଲୋକନାଥ ପୀଠରେ ୨୯୪୦୦ କାଉଡ଼ିଆଙ୍କ ଜଳଲାଗି

mahabharatanews