ମନୋରଞ୍ଜନ

ଇଶା ଦେଓଲଙ୍କ ଲିପ୍ ସର୍ଜରୀ

(ମୁମ୍ବାଇ) : ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଝିଅ ଇଶା ଦେଓଲଙ୍କ ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଯାଇଛି। ଭାରତ ତାଖତାନୀଙ୍କ ସହିତ ପ୍ରାୟ ୧୧ ବର୍ଷର ‌ବୈବାହିକ ସମ୍ପର୍କ ସମାପ୍ତ ହୋଇଛି। ଉଭୟେ ସେମାନଙ୍କ ଅଲଗା ହେବା ବିଷୟରେ ସୂଚନା ସାର୍ବଜନୀନ କରିଥିଲେ।

ସୂଚନାନୁଯାୟୀ ,ନିକଟରେ ଇଶା ଦେଓଲ ଏବଂ ତାଙ୍କ ଭଉଣୀ ଅହାନା ଦେଓଲଙ୍କୁ ଏବେ ମଥୁରାରେ ଦେଖିବାକୁ ମିଳିଥିଲା। ଉଭୟ କପାଳରେ ବିନ୍ଦି ସହିତ ପାରମ୍ପରିକ ପୋଷାକ ପିନ୍ଧିଥିଲେ। ଇଶା ତାଙ୍କ ପରିବାର ସହିତ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେ ବାଙ୍କେ ବିହାରୀ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଗଣମାଧ୍ୟମରେ ଇଶା ଦେଓଲଙ୍କୁ ଦେଖିବାକୁ ମିଳିଛି। ଏଥିସହ କିଛି ୟୁଜର ଦାବି କରୁଛନ୍ତି ଅଭିନେତ୍ରୀଙ୍କର ଲିପ୍ ସର୍ଜରୀ କରାଯାଇଛି।

Related posts

୨୦ରୁ ଓଟିଟିରେ ଫିଲ୍ମ ‘ସାଲାର’

mahabharatanews

ପଶ୍ଚିମବଙ୍ଗ ପ୍ରେକ୍ଷାଳୟରେ ‘ଦ କେରଳ ଷ୍ଟୋରି

mahabharatanews

ଧାରାବାହିକ ‘କୋହରା’ରେ ନଜର ଆସିବେ ବ୍ରିଟିସ୍ ଅଭିନେତ୍ରୀ ରାଚେଲ୍ ସେଲି

mahabharatanews