ଭାରତ

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ନକ୍ସଲ ନିହତ 

(ଛତିଶଗଡ଼) : ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ନକ୍ସଲ ନିହତ । ବିଜାପୁର ଜିଲ୍ଲା କେଶକୁଟଲ ଜଙ୍ଗଲରେ ଏନ୍‌କାଉଣ୍ଟର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ପୁଲିସକୁ ବଡ ମିଳିଛି ସଫଳତା। ବଡ ମିଳିଛି ସଫଳତା। ବିପୁଳ ଅସ୍ତ୍ରଶସ୍ତ୍ର ଜବତ ସହ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାନୁଯାୟୀ ,କମାଣ୍ଡର କାବାସୀ ପାଣ୍ଡରୁ ୨୦ ଜଣ ନକ୍ସଲମାନଙ୍କୁ ନେଇ ଏକ ବୈଠକ କେଶକୁତୁଳ ଏବଂ କେସାମେଣ୍ଡି ଜଙ୍ଗଲରେ କରୁଥିଲା । ପୁଲିସ ସମେତ ସିଆରପିଏଫ, ଦଡ଼ିଆରଜି ଟିମ ଜଙ୍ଗଲରେ ଚଢ଼ାଉ କରିଥିଲେ। ତେବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ମାଓ କମାଣ୍ଡରର ଶବ ଉଦ୍ଧାର କରାଯିବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ ବିଜାପୁର ଏସପି ଘଟଣାର ସ୍ପଷ୍ଟୀକରଣ ଦେଇଛନ୍ତି ।

Related posts

ମନ ମୋହୁଛି ଅମୃତ ଉଦ୍ୟାନ

mahabharatanews

ଥମୁନି ମଣିପୁର ହିଂସା; ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା 

mahabharatanews

ଦେଶରେ ଚିନି ଦରବୃଦ୍ଧି ପଛରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆକଳନ ଓ ଅତ୍ୟଧିକ ରପ୍ତାନି ଅନୁମତି ମୁଖ୍ୟ କାରଣ l

mahabharatanews