ଭାରତ

ଆଟଲାଣ୍ଟିକ୍‌ରେ ଭୟଙ୍କର ଝଡ଼

(ଦିଲ୍ଲୀ) : ଆଟଲାଣ୍ଟିକ୍‌ ସମୁଦ୍ରରେ ସୃଷ୍ଟି ହୋଇଛି ଭୟଙ୍କର ଝଡ଼। ଶୁକ୍ରବାର ସୃଷ୍ଟି ହୋଇଥିବା ଏହି ପ୍ରଳୟଙ୍କରୀ ପବନର ବେଗ ଘଣ୍ଟା ପ୍ରତି ୧୨୨ କିଲୋମିଟର ଥିବା ବେଳେ ଏଥିରେ ପ୍ରାୟ ୯ ଜଣଙ୍କ ଜୀବନ ଯାଇଛି। ବେଲଜିୟର ଅବସ୍ଥା ମଧ୍ୟ ସଂଘାତିକ। ଏଠାରେ ସୁଉଚ୍ଚର ଜୁଆର ଆସି ଘର ଭିତରେ ପାଣି ପଶିଛି । ଭୟଙ୍କର ଝଡ଼ ପବନ ଯୋଗୁ ବ୍ରିଟେନରେ ରେଲୱେ ଷ୍ଟେଶସନ ଓ ଏୟାରପୋର୍ଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ସୂଚନାନୁଯାୟୀ , ସାମୁଦିକ୍ର ଝଡ଼ ‘ୟୁନିସ’ କେନ୍ଦ୍ରୀୟ ଆଟାଲାଣ୍ଟିକ ସମୁଦ୍ରରେ ସୃଷ୍ଟି ହୋଇଥିବା ବେଳେ ଏହା ୟୁରୋପ ମୁହାଁ ହୋଇଛି। ଟ୍ରେନ୍‌ ଏବଂ ପ୍ଲେନ୍‌ ଚଳାଜଚଳ ବାଧାପ୍ରାପ୍ତ ହୋଇଛି। ୟୁକେର ସମସ୍ତଙ୍କ ବିମାନ ବନ୍ଦରରେ ୪୩୬ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି।

Related posts

ମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟ

mahabharatanews

ଭାରତୀୟ ବିଏସଏଫ୍ ହାତରେ ଲାଗିଲା ପାକିସ୍ତାନ ଡ୍ରୋନ

mahabharatanews

ଏକନାଥ ସିନେ୍ଧଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ

mahabharatanews