ଭାରତ

ଭାରତୀୟ ବିଏସଏଫ୍ ହାତରେ ଲାଗିଲା ପାକିସ୍ତାନ ଡ୍ରୋନ

ବ୍ୟୁରୋ :ପଞ୍ଜାବ ଗୁରୁଦାସପୁରରେ ଭାରତୀୟ ପରିସରକୁ ପ୍ରବେଶ କରିଥିବା ଏକ ଡ୍ରୋନକୁ ବିଏସଏଫ୍ ଖସାଇ ଦେଇଛି । ଜଣେ ବରିଷ୍ଠ ବିଏସ୍ଏଫ୍ ଅଧିକାରୀ କହିଛନ୍ତି, ପାଟ୍ରୋଲିଂ ଡିଟ୍ୟୁରେ ଥିବା ବିଏସଏଫ୍ ଯବାନ ଆଜି ଭୋର୍ ୪.୩୫ ସମୟରେ ଡ୍ରୋନକୁ ଖସାଇ ଦେଇଛନ୍ତି । ପାକିସ୍ତାନୀ ଡ୍ରୋନ ଖସାଇବା ପରେ ବିଏସଏଫ୍ ଡିଆଇଜିଙ୍କ ନେତୃତ୍ୟରେ ସମ୍ପୃକ୍ତ ଅଚଂଳରେ ସର୍ଚ୍ଚ ଅପରେସନ କରାଯାଉଛି । ପାକିସ୍ତାନ ପକ୍ଷରୁ କେଉଁ କାର୍ଯ୍ୟ ପାଇଁ ଉକ୍ତ ଡ୍ରୋନକୁ ଭାରତ ପଠାଇଥିଲା ସେ ନେଇ ତଦନ୍ତ ଜାରି ରହିଛି ।

Related posts

ଥମୁନି କୃଷକ ଆନ୍ଦୋଳନ ,ଜଣେ ମୃତ 

mahabharatanews

ମଣିପୁର ହିଂସାକାଣ୍ଡ : ମୃତ୍ୟୁ ସଂଖ୍ୟା ୫୪ ପାର 

mahabharatanews

ଓମିକ୍ରନ୍ ସୃଷ୍ଟି କରିବ ଏକ୍ସ-ଇ ପରି ଅନେକ ନୂଆ ଭାରିଏଣ୍ଟ

mahabharatanews