ଭାରତ

ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ

ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ଦେଶରେ ବାରମ୍ବାର ଟ୍ରେନରେ ନିଆଁ ଲାଗିବ ଘଟଣା ସମସ୍ତଙ୍କୁ ଚକିତ କରୁଛି । ଏହି କ୍ରମରେ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଛି ।

ସୂଚନାନୁଯାୟୀ , ହାୱଡ଼ାରୁ ସିକନ୍ଦରାବାଦ ଆସୁଥିବା ସମୟରେ ଟ୍ରେନରେ ଲାଗିଥିଲା ନିଆଁ । ପାଗିଡିପାଲି-ବୋମାଇପାଲି ମଧ୍ୟରେ ଫାଲକନୁମା ଏକ୍ସପ୍ରେସ ନିଆଁ ଲାଗିଥିବା ନେଇ ସୂଚନା । ନିଆଁ ଲାଗିବା ପରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି ।

Related posts

ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ

mahabharatanews

କମିଲା ବ୍ୟବସାୟିକ ସିଲିଣ୍ଡରର ଦର

mahabharatanews

ବଢ଼ିଲା ଦିଲ୍ଲୀ ଓ ପଞ୍ଜାବ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା  

mahabharatanews