ଓଡିଶା

ରିଫାଇନ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ତ 

(ଖୋର୍ଦ୍ଧା)  : ଏକ ରିଫାଇନ୍ ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ତ । ଖୋର୍ଦ୍ଧାସ୍ଥିତ ଏକ ରିଫାଇନ୍ ତେଲ ଫ୍ୟାକ୍ଟ୍ରିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ନେଇ ଖବର ରହିଛି । ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ତ ଘଟିଛି । ଖବର ପାଇଁ ଘଟଣାସ୍ଥଳରେ ତୁରନ୍ତ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି ।

ସୂଚନାନୁଯାୟୀ , ତେବେ ଭୟଙ୍କର ନିଆଁ ଦେଖି ସମସ୍ତ କର୍ମଚାରୀ ବାହାରକୁ ଚାଲି ଆସିଥିଲେ । ଖବର ପାଇଁ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାରେ ନିୟୋଜିତ ହୋଇଥିଲା । ଖବର ଲେଖିବା ପର୍ଯ୍ୟନ୍ତ ନିଆଁକୁ ସମ୍ପୁର୍ଣ୍ଣ ଆୟତ କରାଯାଇ ନଥିଲା । ଏହି ଅଗ୍ନିକାଣ୍ତରେ ଲକ୍ଷାଧିକ ଟଙ୍କାର ପୋଡ଼ି ଯାଇଥିବା ନେଇ ସୂଚନା ରହିଛି ।

Related posts

ପୁରୀରୁ ୩ ଓମିକ୍ରନ ଚିହ୍ନଟ ପରେ ଫେରିଲା କଣ୍ଟେନମେଣ୍ଟ ଜୋନ

mahabharatanews

ବିଜ୍ଞାନ ପ୍ରଦର୍ଶନୀ ଓ ବକ୍ତୃତା ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

mahabharatanews