ଓଡିଶା

ଗୋଟିଏ ମଣ୍ଡପରେ ତିନି ବେଶରେ ଗଣେଶ

ମାଲକାନଗିରି : ପୁରା ରାଜ୍ୟ ତଥା ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି କରାଯାଇଥିଲା। ଏହା ଭିତରେ ଅନୁଖା ଚିତ୍ର ସାମ୍ମନାକୁ ଆସିଥିଲା ମାଲକାନଗିରିରେ । ଯେଉଁଠହିଲେ ଦେଖିବାକୁ ମିଳିଥିଲା ଈଶ୍ୱର, ଆଲ୍ଲା, ଯୁଶୀ।ସବ୍‌ କା ମାଲିକ ଏକ୍‌।

ଏଭଳି କିଛି ଥିମ୍‌ରେ ଗୋଟିଏ ମଣ୍ଡପରେ ତିନୋଟି ବେଶରେ ପୂଜା ପାଉଛନ୍ତି ବିଘ୍ନହର୍ତ୍ତା। । ଏହାକୁ ନେଇ ଉଠିଛି ବିବାଦ। ଲୋକ ମାନେ ପ୍ରତିରୋଧ କରିବା ସହ ମାମଲା ଏବେ ଥାନାରେ ପହଞ୍ଚିଛି। ତେବେ ଏ ନେଇ କଣ କାଯ୍ୟନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକିରହିଲା ।

Related posts

ଟ୍ରକ୍‌ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର

mahabharatanews

ବଢୁଛି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ୨୧୧ ରୋଗୀ ଚିହ୍ନଟ 

mahabharatanews

କାଳବୈଶାଖୀ ଜନିତ ବର୍ଷା; ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews