ରାଜନୀତି

ତ୍ତରାଖଣ୍ଡ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କ ଇସ୍ତଫା

ନୂଆଦିଲ୍ଲୀ: ବୁଧବାର ଦିନ ଉତ୍ତରାଖଣ୍ଡ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେଇଛନ୍ତି । ଆଗକୁ ଉତ୍ତରପ୍ରଦେଶର ବିଧାନ ସଭା ନିର୍ବ।ଚନ । ଆସନ୍ତା ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବା ପାଇଁ ମୌର୍ଯ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି ।
ମୌର୍ଯ୍ୟ ଉତ୍ତରାଖଣ୍ଡର ଦ୍ୱିତୀୟ ମହିଳା ରାଜ୍ୟପାଳ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ସେ ଏହି ଦାୟିତ୍ୱରେ ୩ ବର୍ଷ କାର୍ଯ୍ୟ କରିବା ପରେ ଏବେ ଇସ୍ତଫା ଦେଇଛନ୍ତି । ମାର୍ଗାରେଟ ଆଲଭାଙ୍କ ପରେ ଦ୍ୱିତୀୟ ମହିଳା ରାଜ୍ୟପାଳ ହୋଇଥିଲେ ମୌର୍ଯ୍ୟ । ରାଜ୍ୟପାଳ ହେବା ପୂର୍ବରୁ ମୌର୍ଯ୍ୟ ଆଗ୍ରାର ମେୟର ତଥା ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଛନ୍ତି ।

Related posts

ଏପରି ଅପମାନ ପରେ ଦଳରେ ରହିପାରିବି ନାହିଁ: ଅମରିନ୍ଦର

mahabharatanews

ପାଣାଜୀ ସହରର ନଗର ନିଗମ ନିର୍ବାଚନରେ ବିଜେପିର ବାଜିମାତ

mahabharatanews

ଲେନ୍ସ ସାମ୍ନାରେ ବିଜେଡି ନେତାଙ୍କ ଜବରଦସ୍ତ ଆକ୍ଟିଂ!

mahabharatanews