ଅପରାଧଓଡିଶା

ଧରାପଡ଼ିଲା ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର

କଟକ: ଟ୍ରାଫିକ ପୋଲିସଙ୍କ ଉପରେ ଟ୍ରକ ଚଢ଼ାଇ ଫେରାର ହୋଇଯାଇଥିବା ଡ୍ରାଇଭରକୁ ଧରିଲା ପୋଲିସ । ବାଙ୍କୀ ଗୋପାଳପୁର ଅଞ୍ଚଳରୁ ତାଙ୍କୁ ନୟାପଲ୍ଲୀ ଥାନା ପୋଲିସ ଧରିଥିବା ବେଳେ ଟ୍ରକକୁ ଜବତ କରାଯାଇଛି । ଗତ ୨୯ ତାରିଖ ରାଜିରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ୯ ନମ୍ବର ଗେଟ୍ ସମ୍ମୁଖରେ ଏହି ଟ୍ରକଟି ଟ୍ରାଫିକ ପୋଲିସ କର୍ମଚାରୀ ମଧୁସୁଦନ କିର୍ସାନୀଙ୍କ ଉପରେ ଚଢ଼ି ଯାଇଥିଲା । ମଧୁସୁଦନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ସିସିଟିଭି ଫୁଟେଜକୁ ଆଧାର କରି ମଧୁସୁଦନଙ୍କୁ ଧରିଛି ପୋଲିସ ।

Related posts

ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

mahabharatanews

ଶ୍ରୀମନ୍ଦିରର ଦଇତାପତି ନିଯୋଗ ପକ୍ଷରୁ ଏକ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ

mahabharatanews

ଚୀନ ସୀମାରେ ରାସ୍ତା ନିର୍ମାଣ ଶେଷ କଲା ଭାରତ, ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

mahabharatanews