ଓଡିଶା

ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

 (ଭୁବନେଶ୍ୱର) :  ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଉନ୍ନୟମ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ,  ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ବିଭାଗୱାରୀ ସମୀକ୍ଷା କରାଯିବା ସବ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ନେଇ ବେଠକରେ ଆଲୋଚନା ହେବ । ତେବେ କେଉଁ ବିଭାଗ କେତେ ପ୍ରତିଶତ କାର୍ଯ୍ୟ କରିଛନ୍ତି, ୫-ଟି ସଚିବଙ୍କ ଜନଶୁଣାଣି ସମୟରେ ଆସିଥିବା ଅଭିଯୋଗର କେତେ ସମାଧାନ ହୋଇଛି  ସେନେଇ ଅନୁଧ୍ୟାନ କରାଯାଉଛି ବୋଲି ସୂଚନା  ମିଳିଛି । ଏଥିସହିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବା ନେଇ ସୂଚନା ରହିଛି ।

Related posts

ରାଜ୍ୟରେ ଗୋଟିଏ ଦିନରେ ୪୬୭୫୪ ଟେଷ୍ଟ

mahabharatanews

ନାକେଦମ କଲା ବିଜେପି ମହିଳା ମୋର୍ଚ୍ଚା

mahabharatanews

ପାଦ ଚାଲି ଯାଉଥିବା ପଡୋଶୀ ପ୍ରବାସୀଙ୍କୁ ସୀମାନ୍ତରେ ପହଞ୍ଚାଇଲା ଓଡିଶା ପୁଲିସ

mahabharatanews