Uncategorized

କର୍ଣ୍ଣାଟକର ଉପକୂଳ ଜିଲ୍ଲା ପାଇଁ ସତର୍କ ସୂଚନା

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨,୪ ଓ ୫ ଜୂଲାଇରେ ଉତ୍ତର କନ୍ନଡ, ଡକ୍ଷିଣା କନ୍ନଡ ଓ ଉଡିପି ଜିଲ୍ଲାର ଉପକୂଳ ଅଞ୍ଚଳ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଜୁଲାଇ ୩ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ବିଭାଗ ଅନୁଯାୟୀ, କର୍ଣ୍ଣାଟକର ଉତ୍ତର ଅଭ୍ୟନ୍ତର ଓ ଦକ୍ଷିଣ ଅଭ୍ୟନ୍ତରରେ ଆଗାମୀ ୫ ଦିନ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବେଙ୍ଗାଲୁରୁ ପାଣିପାଗ ବିଭାଗର ନିର୍ଦ୍ଦେଶକ ସି ଏସ ପାଟିଲ ଏହି ସୂଚନା ଦେଇଛନ୍ତି ।

Related posts

ଟଙ୍କା ନାଇଁ ବୋଲି , ଫ୍ରିଜିରେ ରଖିଲେ ଶବ

mahabharatanews

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮,୧୮,୫୭୦

mahabharatanews

ନିର୍ଭୟା ଦୋଷୀଙ୍କ ସୁରକ୍ଷା ପାଇଁ ଦିନକ ଖର୍ଚ୍ଚ ୫୦ ହଜାର

mahabharatanews