ବିଶ୍ୱ

ଇମ୍ରାନ ଖାନଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ ବେଆଇନ : ପାକ୍ ସୁପ୍ରିମକୋର୍ଟ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିଛନ୍ତି ପାକ୍ ସୁପ୍ରିମକୋର୍ଟ । ପାକିସ୍ତାନର ରାଜନୈତିକ ଦଳ ପିଟିଆଇର ନେତା ଇମ୍ରାନ ଖାନଙ୍କୁ ମଙ୍ଗଳବାର ଦିନ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବାପରେ ଗୁରୁବାର ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ବେଆଇନ ବୋଲି ଘୋଷଣା କରିବା ସହିତ ଏକ ଘଣ୍ଟା ମଧ୍ୟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Related posts

ଯୁଦ୍ଧରେ ମାନବିକ ସ୍ଥିତିର ଅବନତି ହେତୁ ଉଦ୍ବେଗ ପ୍ରକାଶ କରିଛି ଭାରତ : ଜାତିସଂଘ ଦୂତ

mahabharatanews

ଆଜି ବିଶ୍ୱ ହସ୍ତୀ ଦିବସ

mahabharatanews

ଆତଙ୍କବାଦୀକୁ ଶକ୍ତି ଦେଉଛି ଚୀନ

mahabharatanews