ଭାରତ

ମଣିପୁର ଲଜ୍ୟା : ଭିଡ଼ିଓଟି ସୋସିଆଲ ମିଡିଆରେ ସେୟାର ନକରିବାକୁ ସରକାରଙ୍କ ନିର୍ଦ୍ଦେଶ

(ମଣିପୁର) : ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ତେବେ ଏଭଳି ଅଭାବନୀୟ ଘଟଣା ପୁରା ଦେଶ ସ୍ତବ୍ଧ ହୋଇପଡିଥିବା ବେଳେ ଭିଡିଓ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର ନକରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମଧ୍ୟ ଆଇନ ଅନୁସରଣ କରିବାକୁ କହିଥିଲେ।

ସୂଚନାନୁଯାୟୀ , ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ। ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି । ମଣିପୁର ପୁଲିସ୍‌ ଆଜି ସକାଳୁ ତାଙ୍କୁ ଥାଉବଲ ଜିଲ୍ଲାରୁ ଗିରଫ କରିଛି।  ଭିଡିଓଟି ମେ ୪ ତାରିଖରୁ ଏବଂ ଉଭୟ ମହିଳା କୁକି ସମ୍ପ୍ରଦାୟର ହୋଇଥିବାବେଳେ ପୁରୁଷମାନେ ମୈତଇ ସମ୍ପ୍ରଦାୟର। ଆଦିବାସୀ ସଂଗଠନ ଆଦିବାସୀ ଆଦିବାସୀ ନେତା ଫୋରମ୍ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Related posts

ନିର୍ବାଚନ ପୂର୍ବରୁ ପାର-ତାପି-ନର୍ମଦା ପ୍ରକଳ୍ପ ବନ୍ଦ

mahabharatanews

ରାଜ୍ୟ ଗୋଷ୍ଠୀ କ୍ରୀଡା ୨୦୨୨

mahabharatanews

ଶ୍ରେୟାସ ଆୟରଙ୍କୁ ମିଳିପାରେ ନୂଆ ଦାୟିତ୍ୱ ।

mahabharatanews