ଭାରତ

 ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ କଲା ଇରାନ

 (ଦିଲ୍ଲୀ) : ଇରାନ ଯାତ୍ରା କରୁଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର ଅଛି । ଭାରତୀୟ ପର୍ଯ୍ୟଟକ ଯେଉଁମାନେ ଇରାନ ଗସ୍ତ କରିବେ ସେମାନଙ୍କ ପାଇଁ ବର୍ତ୍ତମାନ ଭିସା ଆବଶ୍ୟକ ନାହିଁ । ଇରାନ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ମୁକ୍ତ ସୁବିଧା ଆରମ୍ଭ କରିଛି । ନୂଆଦିଲ୍ଲୀରେ ଇରାନର ଦୂତାବାସ ମଙ୍ଗଳବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।

ସୂଚନାନୁଯାୟୀ , ତେବେ ଏହି ଭିସା ମୁକ୍ତ ଯାତ୍ରା କେବଳ ୧୫ଦିନ ହେବ, ଅର୍ଥାତ୍ ପର୍ଯ୍ୟଟକମାନେ ବିନା ଭିସରେ ୧୫ଦିନ ଇରାନରେ ରହିପାରିବେ । ଏଥିପାଇଁ ପର୍ଯ୍ୟଟକମାନଙ୍କୁ କ’ଣ କରିବାକୁ ହେବ ଜାଣନ୍ତୁ । ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଇରାନରେ ୧୫ଦିନ ବିନା ଭିସାରେ ରହିବାକୁ ଇରାନ ଏହି ସୁବିଧା ଦେଇଛି। ତଥାପି, ଏଥିରେ କିଛି ସର୍ତ୍ତ ରହିବ ।

Related posts

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ : ଅଯୋଧ୍ୟାର ଧାମର ରେଳ ଷ୍ଟେସନ ଉଦଘାଟନ

mahabharatanews

କାରଗିଲ୍ ବିଜୟ ଦିବସ: ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ୱିକାର କରିଥିଲା ପାକିସ୍ତାନ

mahabharatanews

ସଭାପତି ପଦର ଦାୟୀତ୍ୱ ନେଲେ ଖଡଗେ

mahabharatanews