ବିଶ୍ୱ

ଜୀବନସାଥିଙ୍କଠୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ

(ଇଟାଲୀ) : ଜୀବନସାଥିଙ୍କଠୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ।  ତାଙ୍କ ଦୀର୍ଘଦିନର ପୁରୁଷବନ୍ଧୁଙ୍କ ଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ୧୦ ବର୍ଷର ସଂପର୍କ ଥିଲା। ଏକ ୭ ବର୍ଷର ଝିଅ ରହିଛି। ପୁରୁଷ ବନ୍ଧୁଙ୍କୁ ବିବାହ ନକରି ମେଲୋନି ଦୀର୍ଘବର୍ଷ ଧରି ଏକାଠି ରହୁଥିଲେ।

ସୂଚନାନୁଯାୟୀ, ୨୦୧୫ ମସିହାରେ ସେମାନଙ୍କ ମଧ୍ୟରେ ଦେଖାସାକ୍ଷାତ୍‌ ହୋଇଥିଲା ଯାହା ପରେ ପ୍ରେମ ସଂପର୍କରେ ପରିଣତ ହୋଇଥିଲା। ସେମାନଙ୍କର  ପାର୍ଟନରଙ୍କ ସହିତ କଟାଇଥିବା ଭଲ ବର୍ଷଗୁଡ଼ିକ ପାଇଁ ସେ ତାଙ୍କ ପାର୍ଟନରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋ ଜୀବନର ମୂଲ୍ୟବାନ ଜିନିଷ ଆମ ଝିଅକୁ ସେ ମୋତେ ଦେଇଛନ୍ତି। ତେବେ ଆମର ରାସ୍ତା ବିଭାଜିତ ହୋଇଯାଇଛି ବୋଲି‌ ମେଲୋନି କହିଛନ୍ତି।

Related posts

୨୦୧୮ ଅଚଳ ହୋଇପଡ଼ିଥିଲା ଉପଗ୍ରହଟି ଆଜି ପୃଥିବୀ ପୃଷ୍ଠରେ ଖସିବା ନେଇ କହିଛି ମହାକାଶ ଗବେଷଣା ସଂସ୍ଥା ନାସା

mahabharatanews

ଇମ୍ରାନ ଖାନଙ୍କୁ ହାଜର ବେଳେ କୋର୍ଟରେ ଉତ୍ତେଜନା

mahabharatanews

୪ ମାସରେ ଧୂଳିସାତ୍ ଗଣମାଧ୍ୟମ

mahabharatanews