Uncategorized

ମୋ କଥା ପ୍ରମାଣ ନ କଲେ ପଦ୍ମଶ୍ରୀ ଫେରାଇ ଦେବି: କଙ୍ଗନା

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ କଙ୍ଗନା ରାଣାବତ ବଲିଉଡରେ ଚାଲିଥିବା ପରିବାରବାଦକୁ ମୃତ୍ୟୁର କାରଣ କହିଥିଲେ । ଏବେ କଙ୍ଗନାଙ୍କ ଆଉ ଏକ ବୟାନ ପୁଣି ଚର୍ଚ୍ଚା ସୃଷ୍ଟି କରିଛି । ସେ କହିଛନ୍ତି ବଲିଉଡରେ ଚାଲିଥିବା ପରିବାର ସୁଶ।।ନ୍ତଙ୍କ ମୃତ୍ୟୁର କାରଣ, ଏହାକୁ ଯଦି ସେ ପ୍ରମାଣ କରି ନ ପାରନ୍ତି ତେବେ ସେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବେ । ଏହି ଘଟଣାରେ କଙ୍ଗନା ରାନାୱତଙ୍କ ବୟାନ୍ ରେକର୍ଡ କରିବାକୁ ମୁମ୍ୱାଇ ପୁଲିସ ତାଙ୍କୁ ନୋଟିସ୍ କରିଛି।
କଙ୍ଗନା କହିଛନ୍ତି, ବଲିଉଡରେ ପରିବାରବାଦ ଚାଲିଥିବା ନେଇ ଯଦି ପ୍ରମାଣ ଦେବାରେ ସେ ବିଫଳ ହୁଅନ୍ତି ତେବେ ପଦ୍ମଶ୍ରୀ ସମ୍ମାନ ଫେରାଇଦେବେ । ମୁମ୍ବାଇ ପୁଲିସର ନୋଟିସ୍ ପ୍ରସଙ୍ଗରେ କଙ୍ଗନା କହିଛନ୍ତି ଯେ ପୁଲିସ ମତେ ବୟାନ ରେକର୍ଡ ଲାଗି ଡାକିଥିଲା। ସେତେବେଳେ ମୁଁ ମନାଲିରେ ଥିଲି ଏବଂ ସେଠାରୁ ବୟାନ ଦେବାକୁ ପ୍ରସ୍ତୁତ ଥିଲି। ମାତ୍ର ପୁଲିସ ମନାଲି ଆସି ନ ଥିଲେ। ତେବେ ମୁଁ ଯାହା ଯାହା କରିଛି ସେଥିପାଇଁ ମୁ ଦାୟୀ। ଯଦି ତାହା ମୁଁ ପ୍ରମାଣ କରିପାରିବି ନାହିଁ ତେବେ ପଦ୍ମଶ୍ରୀ ଉପାଧି ଫେରାଇ ଦେବି।

Related posts

ଆଜି ୨୪ ଘଣ୍ଟାରେ ୮୬, ୪୩୨ କରୋନା ଆକ୍ରାନ୍ତ ଚିହ୍ନଟ,୧୦୮୯ ମୃତ

mahabharatanews

ବନ୍ଧକ ଥିବା କଂଗ୍ରେସ ବିଧାୟକ ମୁକ୍ତ ହୋଇଛନ୍ତି: ଶୋଭା ଓଝା

mahabharatanews

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: ଫେରନ୍ତା ପ୍ରବାସୀଙ୍କୁ ରାଜ୍ୟ କର୍ମସଂସ୍ଥାନ ଯୋଗାଇବ

mahabharatanews

Leave a Comment