ଓଡିଶା

ମାଲକାନଗିରିରେ ଭୂସ୍ଖଳନ,ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୯ ଗାଁ 

(ମାଲକାନଗିରି) : ଲଗାତାର ବର୍ଷା ହେତୁ  ମାଲକାନଗିରି ବାୟାପଡ଼ା ଘାଟିରେ ଭୂସ୍ଖଳନ ହୋଇଛି । ଫଳରେ ବାହ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନାକାମାମୁଡ଼ି ପଞ୍ଚାୟତର ୧୯ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ଉକ୍ତ ସ୍ଥାନର  ପ୍ରାୟ ୩ ହଜାର ଲୋକେ ହନ୍ତସନ୍ତ ହେଉଛନ୍ତି।

ସୂଚନାନୁଯାୟୀ , ଗତକାଲିର ଘୂର୍ଣ୍ଣି ବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏଁ ସକ୍ରିୟ, ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି।

Related posts

ଏମକେସିଜି ହେବ କୋଭିଡ ଟେଷ୍ଟ ସେଣ୍ଟର

mahabharatanews

ଘରର ବାଲକୋନିକୁ ଆସି ‘ବାବୁସାନ’ କହିଲେ ‘ଠିକ ସମୟରେ ଠିକ କଥା କହିବି’

mahabharatanews

କରୋନା ଭୟରେ ଖୋଲୁଛି ମାତ୍ରା ଗୋଟିଏ ଔଷଧ ଦୋକାନ

mahabharatanews