ଅପରାଧ

ଲାଏଡିଟେକ୍ସନ ଟେଷ୍ଟରେ ସମସ୍ତେ କହିଛନ୍ତି ସତ

ଭୁବନେଶ୍ୱର: ଆଦିତ୍ୟ ଦାଶ ମୃତ୍ୟୁକୁ ୨ମାସରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରୁନି । ଏହା ମଧ୍ୟରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ହୋଇଥିବା ଲାଏଡିଟେକ୍ସନ ରିପୋର୍ଟ ଆସିଛି । ସ୍ତ୍ରୀ ବିଦ୍ୟାଶ୍ରୀ ଓ ୩ ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କର କିଛି ଦିନ ତଳେ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଏବେ ସେହି ଲାଏ ଡିଟେକ୍ସନ ଟେଷ୍ଟର ରିପୋର୍ଟ ଆସିଛି । ଟେଷ୍ଟରେ ପଚରା ଯାଇଥିବା ପ୍ରାୟ ସବୁ ପ୍ରଶ୍ନରେ ସାକ୍ଷ୍ୟମାନେ ସତ କହିଥିବା ସୂଚନା ମିଳିଛି ।
ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବନ୍ଧୁ ଦେଇଥିବା ବୟାନ ସହ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ମେଳ ଖାଉଛି । ତଦନ୍ତ ବେଳେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବନ୍ଧୁମାନେ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଦେଇଥିବା ବୟାନରେ ତାଳମେଳ ରହୁନଥିଲା । ତେଣୁ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରରେ ମିଥ୍ୟା ଅନୁସନ୍ଧାନ ବିଭାଗରେ ୪ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଗତ ୨୭ ଓ ୨୮ ତାରିଖରେ କରାଯାଇଥିଲା । ଯାହା

Related posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ଜଣଙ୍କୁ ନିର୍ମମ ହତ୍ୟା

mahabharatanews

୪ ଜଣ ପୋଲିସ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ

mahabharatanews