ଓଡିଶା

ଉଦଳା ସହରାଞ୍ଚଳରେ ଲକଡାଉନ କଡାକଡି

(ଦୀପକ ମିଶ୍ର, ଉଦଳା): ମୟୁରଭଞ୍ଜ ଜିଲ୍ଲାର ଲକଡାଉନ ତୃତୀୟ ଦିନରେ ପହଞ୍ଚିଛି, ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧ୍ୟୁଷିତ କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳାରେ ଦେଖାଦେଇଛି ପୋଲିସର ତତ୍ପରତା । କିଭଳି ଭାବେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ଜରୁରୀ କାର୍ୟ୍ୟ ନଥିଲେ ଘରୁ ବାହାରକୁ ବାହାରିବେନାହିଁ ଗୋଟିଏ ସ୍ଥାନରେ ଏକାଧିକ ଲୋକଙ୍କର ଭିଡ ଯେମିତି ନହୁଏ ତା ଉପରେ ଗୁରୁତ୍ୱ ଦେଇଛି, ତା ଛଡା ପରିବା ମାର୍କେଟ, ମାଛ ହାଟ, ଗ୍ରାମାଞ୍ଚଳରେ ଥିବା ସାପ୍ତାହିକ ହାଟ ଗୁଡିକ କିଭଳି ଭାବେ ଲୋକେ ଭିଡ ନହେବେ ତା ଉପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ନଜର ରଖିଥିବା ସ୍ଥାନୀୟ ଉପଜିଲ୍ଲାପାଳ ଭଗବାନ ବେହେରା ସୂଚନା ଦେଇଛନ୍ତି

Related posts

ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା

mahabharatanews

ଆାଇଏଏସ ସ୍ତରରେ ଅଦଳବଦଳ

mahabharatanews

୨୨ ଜିଲ୍ଲାରୁ ୨୦୬ ନୁଆ ଜରୋନା ଆକ୍ରାନ୍ତ ଚିହ୍ନଟ

mahabharatanews