ଓଡିଶା

ସାଇଁପଡା ଉର୍ଦ୍ଦୁ ସ୍କୁଲରୁ ଲୁଟ୍

ସାଲେପୁର/ ତାରାକାନ୍ତ :କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ସାଇଁପଡା ଉର୍ଦ୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଗତକାଲି ବିଳମ୍ବିତ ରାତିରେ ବ୍ୟାପକ ଲୁଟ୍ ହୋଇଛି । ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସ୍କୁଲତାଲା ଭାଙ୍ଗି ଗ୍ୟାସଟାଙ୍କି, ଚୁଲା, ଗ୍ରାଇଣ୍ଡର, ପାଣି ମଟର, ସ୍କୁଲ କାଗଜ ପତ୍ର, ଅଣ୍ଡା ଟ୍ରେ ନେଇ ଯାଇଥିବା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଁଚି ତଦନ୍ତ ଚଳାଇଛି .

Related posts

୧୨ଜଣ ପୁଲିସ ଅଧିକାରୀଙ୍କ ବଦଳି

mahabharatanews

ରାଜ୍ୟରେ ୨୪ ଘଣ୍ଟାରେ ୧୬୯୫ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 

mahabharatanews