ଓଡିଶା

ରେଳ ଦୁର୍ଘଟଣା : ଆଜି ନୁହେଁ ୧୩ରେ ଆସିବ ‘ଲଭ ଇନ୍ ଲଣ୍ଡନ୍‌’

(ଭୁବନେଶ୍ୱର) :   ଆଜି (ଶୁକ୍ରବାର) ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥା’ନ୍ତା। କିନ୍ତୁ ରେଳଦୂର୍ଘଟଣା ସମସ୍ତଙ୍କ ମନରୁ ଲିଭିନଥିବାରୁ ଏପରି ଏକ ଦୁଃଖଦ ସମୟରେ ଚଳଚ୍ଚିତ୍ରକୁ ମୁକ୍ତିଲାଭ ନ କରାଇବା ପାଇଁ  ପ୍ରଥମେ ସାଂସଦ ଅନୁଭବ ମହାନ୍ତି ଅନୁରୋଧ କରିବା ପରେ ଏହି କ୍ରମରେ ପ୍ରଯୋଜନା ସଂସ୍ଥା  ରାଜି ହୋଇଛି । ଏହାସହ ଆୟ ହେବାକୁ ଥିବା ଅର୍ଥର ଦଶ ଭାଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରାଯିବ ବୋଲି କୁହାଯାଇଛି।

ସୂଚନାନୁଯାୟୀ , ବାହାନଗା ଟ୍ରେନ୍‌ ଦୁର୍ଘଟଣା ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍‌ ଇନ୍‌ ଲଣ୍ଡନ’ର ମୁକ୍ତିଲାଭ ତାରିଖକୁ ଆସନ୍ତା ୧୩ ତାରିଖରୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

 

Related posts

କିସ୍ ଛାତ୍ର ମୃତ୍ୟୁ ଘଟଣାର ବଡ ଅପଡେଟ୍

mahabharatanews

ତମ୍ବାଖୁ ବର୍ଜନ ଦିବସ ; କ୍ୟାନସରରେ ଯାଉଛି ହଜାର ହଜାର ଜୀବନ

mahabharatanews

ମୋ ସରକାରରେ ସାମିଲ ହେବ କୋଭିଡ୍‌ ପରିଚାଳନା

mahabharatanews