ଓଡିଶା

ଗୋଟିଏ ଦିନରେ ଜମି ପଟ୍ଟା

(ଭୁବନେଶ୍ୱର): ପୁରୁଣା ହେଉ କି ନୂଆ ,ତୁରନ୍ତ ହେବ ମାମଲାର ସମାଧାନ । ଫେବୃଆରୀ ୫ ସୁଦ୍ଧା ସବୁ ମାମଲା ସମାଧାନ କର । ଓଡ଼ିଶା ରାଇଟ ଟୁ ପବ୍ଳିକ ସର୍ଭିସ ଅଧିନରେ ଥିବା ମାମଲା ଏହାର ଅନ୍ତଭୂକ୍ତ ହେବ । ଫେବ୍ରୁଆରୀ ୧୦ରେ ‘ମୋ ସରକାର’କୁ ରାଜସ୍ୱ ବିଭାଗ ଆସିବା ଦ୍ୱାରା ଘଣ୍ଟାକରେ ମିଳିବ ଜମି କାଗଜପତ୍ର । ସବରେଜିଷ୍ଟ୍ରାର ଅଫିସରେ ପଞ୍ଜିକରଣ କଲେ ସେହିଦିନ ହିଁ ରେଜିଷ୍ଟ୍ରସନ ତଥ୍ୟ ମିଳିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ଯେଉଁ ତହସିଲଦାରଙ୍କ ବକେୟା କାମ ଅଛି ତାଙ୍କର ଛୁଟି ବାତିଲ କରାଯିବ । +୨ ଓ +୩ କଲେଜକୁ ନିଜ ନାଁରେ ଜମି କରାଇନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ତହସିଲଦାରଙ୍କ ନିକଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ପୁରୀରୁ ବିରଳ ପ୍ରଜାତିର ସାର୍କ ମାଛ

mahabharatanews

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

mahabharatanews

କରୋନାରେ ପ୍ରାଣହରାଇଥିବା ୭ ସାମ୍ୱାଦିକଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି

mahabharatanews