ଓଡିଶା

ଗୋଟିଏ ଦିନରେ ଜମି ପଟ୍ଟା

(ଭୁବନେଶ୍ୱର): ପୁରୁଣା ହେଉ କି ନୂଆ ,ତୁରନ୍ତ ହେବ ମାମଲାର ସମାଧାନ । ଫେବୃଆରୀ ୫ ସୁଦ୍ଧା ସବୁ ମାମଲା ସମାଧାନ କର । ଓଡ଼ିଶା ରାଇଟ ଟୁ ପବ୍ଳିକ ସର୍ଭିସ ଅଧିନରେ ଥିବା ମାମଲା ଏହାର ଅନ୍ତଭୂକ୍ତ ହେବ । ଫେବ୍ରୁଆରୀ ୧୦ରେ ‘ମୋ ସରକାର’କୁ ରାଜସ୍ୱ ବିଭାଗ ଆସିବା ଦ୍ୱାରା ଘଣ୍ଟାକରେ ମିଳିବ ଜମି କାଗଜପତ୍ର । ସବରେଜିଷ୍ଟ୍ରାର ଅଫିସରେ ପଞ୍ଜିକରଣ କଲେ ସେହିଦିନ ହିଁ ରେଜିଷ୍ଟ୍ରସନ ତଥ୍ୟ ମିଳିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ଯେଉଁ ତହସିଲଦାରଙ୍କ ବକେୟା କାମ ଅଛି ତାଙ୍କର ଛୁଟି ବାତିଲ କରାଯିବ । +୨ ଓ +୩ କଲେଜକୁ ନିଜ ନାଁରେ ଜମି କରାଇନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ତହସିଲଦାରଙ୍କ ନିକଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

‘ଜିରୋ ଏଫ୍ ମିଶନ’ ଉପରେ ଗୁରୁତ୍ୱ 

mahabharatanews

୩୦ରୁ ରାଜ୍ୟରେ ବର୍ଷା ବଢିବ

mahabharatanews

ଭିନ୍ନକ୍ଷମ ଚଣ୍ଡୁ ଓ ଜମିହରା ସୈାଭାଗ୍ୟକୁ ମିଳିଲା ପ୍ରତିଶୃତି, ‘ଆମରଣ ଅନଶନ’ ସ୍ଥଗିତ

mahabharatanews

Leave a Comment