ଓଡିଶା

ଗୋପାଳ ସମୁଦ୍ରରେ ଅଘଟଣ , ମାଛ ମାରିବାକୁ ଯାଇଥିବା ବେଳେ ଟଙ୍ଗା ଓଲଟି ଜଣେ ମୃତ , ଅଳ୍ପକେ ବତ୍ତିଲେ ୨

ଗୋପାଳପୁର : ଗୋପାଳପୁର ସମୁଦ୍ର ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ  ବି. ବୈରାଗୀ.  । ଭୋର ୪ଟା ବେଳେ ଏମ.ବାଲାରାଜୁ  , ବି . ବୈରାଗୀ ଓ ଏମ . ସିମୁଡୁ ମାଛ ମାରିବାକୁ ଯାଉଥିବା ବେଳେ ଏକ ବଡ ଲହଡିରେ ଡଙ୍ଗାଣି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବୈରାଗୀ ଗୁରୁତର ହେବାରୁ ତାଙ୍କୁ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ମୃତକଙ୍କ ପତ୍ନୀ ବି.ଗାରମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Related posts

ବିଶିଷ୍ଟ ସାହିତ୍ୟ ସାଧକ କବି ତୁଳସୀ ଦାସଙ୍କୁ ଶୁଶ୍ରୀ ଶୁଭଶ୍ରୀ ସମ୍ମାନରେ ସମ୍ମାନିତ

mahabharatanews

ସରକାରୀ ବାବୁଙ୍କ ୧୦୬ ପ୍ଲଟ୍

mahabharatanews

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews