ମନୋରଞ୍ଜନ

ଆରପାରିରେ ତାମିଲ ଅଭିନେତା ମନୋବାଲା

(ଚେନ୍ନାଇ) : ଆରପାରିରେ ଲୋକପ୍ରିୟ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ମନୋବାଲା। ମୃତ୍ୟୁବେଳକୁ ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସେ ଗତ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ଜଣାପଡିଛି ।

 

ସୂଚନାନୁଯାୟୀ , ଆଜି ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନୋବାଲା । ଏହି ଖବରକୁ ନିର୍ଦ୍ଦେଶକ ଜିଏମ କୁମାର ଟ୍ୱିଟରରେ ପୋଷ୍ଟ କରି ଜଣାଇଛନ୍ତି ।

ସେ ଟୁଇଟ୍ କରି କହିଛନ୍ତି ଯେ ମନୋବାଲା ସାରଙ୍କର ଦେହାନ୍ତ ହୋଇଛି। ଅନେକ ପ୍ରଶଂସକ ଟ୍ବିଟ କରି ଶୋକପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

Related posts

ନିଜକୁ ସୀତା ମାତା କହି ଟ୍ରୋଲ ହେଲେ କ୍ରିତି

mahabharatanews

୫୫ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର

mahabharatanews

‘ରଣବୀର ହେଉଛନ୍ତି ଭାରତର ସର୍ବୋତ୍ତମ ଅଭିନେତା’; ମହେଶ ବାବୁ

mahabharatanews