ଭାରତ

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ, ରୁଷ୍‌ର ବିମାନ ବନ୍ଦର ନଷ୍ଟ

(ଦିଲ୍ଲୀ) :  ବିମାନ ବନ୍ଦରରେ ଅଚାନକ ଅଗ୍ନିକାଣ୍ଡ । ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ମଙ୍ଗଳବାର ରାତିରେ ଏଷ୍ଟୋନିଆ ନିକଟରେ ଥିବା ରୁଷ୍‌ର ପସ୍କୋଭ୍‌ ବିମାନ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍‌ ମିଖାଇଲ୍‌ ବେଦେର୍ଣ୍ଣିକୋଭ୍‌ କହିଛନ୍ତି।

ଡ୍ରୋନ୍‌ ଆକ୍ରମଣଜନିତ ଅଗ୍ନିକାଣ୍ଡର ଭିଡିଓ ମଧ୍ୟ ବେଦେର୍ଣ୍ଣିକୋଭ୍‌ ‘ଟେଲିଗ୍ରାମ୍‌’ରେ ପୋଷ୍ଟ୍‌ କରିଛନ୍ତି  ଏହି ଭିଡିଓରେ ବିସ୍ଫୋରଣ ଓ ସାଇରନ୍‌ ଶବ୍ଦ ଶୁଣାଯାଉଛି। ସେ ଲେଖିଛନ୍ତି ପସ୍କୋଭ୍‌ ବିମାନବନ୍ଦରକୁ ଡ୍ରୋନ୍‌ ଆକ୍ରମଣ ଛାରଖାର କରିପକାଇଛି। ତେବେ ଗୁରୁବାରଠାରୁ ସ୍ବାଭାବିକ ଭାବେ ବିମାନ ଚଳାଚଳ ଆରମ୍ଭ ହେବ।

 

 

Related posts

ଆଜି ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

mahabharatanews

ରାତ୍ରିଭୋଜନରେ ଡାକି ନୋ ଫ୍ଲାଇଂ ଜୋନ୍ କରିଛନ୍ତି: ଭୂପେଶ

mahabharatanews

ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ

mahabharatanews