Uncategorized

ଋଷିକୂଲ୍ୟା ନଦୀରେ ୨ ଜଣ ନାବାଳକଙ୍କ ନିଖୋଜ ଘଟଣା : ଏଯାଏଁ ମିଳୁନି ପତ୍ତା

ଷୋଳଘର: ଋଷିକୂଲ୍ୟା ନଦୀରେ ୨ ଜଣ ନାବାଳକଙ୍କ ନିଖୋଜ ଘଟଣା | ଏଯାଏଁ ମିଳୁନି ପତ୍ତା । ମଙ୍ଗଳବାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର ଗ୍ରାମରେ ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ୨ ଜଣ ନାବାଳକ ଭାସିଯାଇଥିଲେ । ଘଟଣାସ୍ଥଳ ଅଗ୍ନିଶମ ବାହାିନୀ ପହଞ୍ଚି ନିଖୋଜ ୨ ପିଲାଙ୍କୁ ଖୋଜା ଖୋଜି କରିଥିଲା | କିନ୍ତୁ ତାଙ୍କର କୌଣସି ପତା
ମିଳି ନଥିଲା | ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ବିଡିଓ ଏବଂ ଅତିରିକ୍ତ ତହସିଲଦାର ମଧ୍ୟ ପହଂଚିଥିଲେ | ତେବେ 2 ନିଖୋଜ ନାବାଳକଙ୍କ ପତ୍ତା ଏ ଯାଏ ମିଳିପାରିନାହିଁ | ଦୀର୍ଘ ୨୬ ଘଣ୍ଟା ପରେ ମଧ୍ୟ ନିଖୋଜ କୃଷ୍ଣ ମହାନ୍ତିଙ୍କ ଖୋଜଖବର ମିଳୁନି । ଆଜି ପୁଣି ନଦୀରେ କୃଷ୍ଣଙ୍କୁ ଖୋଜିବା ଆରମ୍ଭ କରିଛନ୍ତି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ |

Related posts

କେରଳ ସରକାରର ଯ।ଚିକାକୁ ହାଇକୋର୍ଟ ପଠାଇଲେ ସୁପ୍ରିମକୋର୍ଟ

mahabharatanews

ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୧୧ଜଣ ଆକ୍ରାନ୍ତ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶାରଫ

mahabharatanews