ଓଡିଶା

ସୌରୀନଙ୍କ ଜାମିନ ଆବେଦନ ଖାରଜ 

(କଟକ) :  ସୌରୀନଙ୍କ ଜାମିନ ଆବେଦନ ଖାରଜ ।  ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗରେ ସେ ଗିରଫ ହୋଇପାରନ୍ତି । ପ୍ରାଥମିକ ତଦନ୍ତ ଓ ପୀଡ଼ିତାଙ୍କ ବୟାନରୁ ସତ୍ୟାସତ୍ୟ ସାମ୍ନାକୁ ଆସିଛି । ୨୦୧୬ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିବା ତଦନ୍ତରୁ ସୂଚନା ମିଳିଛି । ପ୍ରଲୋଭନ ଓ ଧମକାଇ ପୀଡ଼ିତାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗ ହୋଇଛି ।

ସୂଚନାନୁଯାୟୀ ,  ଏହି ମାମଲାରେ ସୌରିନଙ୍କ ସକ୍ରିୟ ଉପସ୍ଥିତିର ଆବଶ୍ୟକତା ଦର୍ଶାଇଲେ କୋର୍ଟ । ତେବେ ଏହି ମାମଲାରେ ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇପାରେ ।

Related posts

କୁବେର ପିଏସଓ ବିରଞ୍ଚି ସାହୁଙ୍କୁ ମିଳିଲା ଜାମିନ

mahabharatanews

ଆଲୋକ ମହିଳା ସ୍ୱୟଂ ସଂହାୟକ ଗୋଷ୍ଠୀଙ୍କୁ ତାଲିମ ଦେବାକୁ ଦାବି

mahabharatanews

ଏନ୍ଟିପିସି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମାନସିକ ଦକ୍ଷତା ବିକାଶ କର୍ମଶାଳା

mahabharatanews