ଓଡିଶା

ଗାଁ ଦାଣ୍ଡରେ ବସିଥିବା ମା ଓ ପୁଅ ଉପରକୁ ମାଡିଗଲା ଟ୍ରାକ୍ଟର

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ କରମଳକଟା ଗାଁ ରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଛି । ଏକ ଟ୍ରାକ୍ଟର ଟି ଗାଁ ଦାଣ୍ଡରେ ଯାଉଥିବା ସମୟରେ ରାସ୍ତା କଡରେ ବସିଥିବା ଜଣେ ମା ଓ ପୁଅ ଉପରକୁ ମାଡି ଯାଇଥିଲା । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇ ଥିବା ବେଳେ ମା କୁ କ୍ଷତବିକ୍ଷତ ଅବସ୍ଥାରେ  ଗ୍ରାମବାସୀ ଉଦ୍ଧାର କରି ତାଙ୍କୁ  କିଶୋରନଗର ମେଡିକାଲ କୁ ଆଣିଥିଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟଙ୍କୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି ।

Related posts

ନିଶାମୁକ୍ତି ପାଇଁ ପୋଲିସର ସାମୂହିକ ଶପଥ

mahabharatanews

ଚନ୍ଦ୍ରଭାଗାରେ ବିଚିତ୍ର ଫାଉଣ୍ଡେସନର ସଫେଇ କାର୍ଯ୍ୟକ୍ରମ

mahabharatanews

 ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପକୁ ବିଜେ

mahabharatanews