ମନୋରଞ୍ଜନ

‘ରଣବୀର କେତେ ବଡ଼ ଷ୍ଟାର ହେଲେ ମଧ୍ୟ ଶକ୍ତିମାନ ହୋଇପାରିବେ ନାହିଁ’ : ମୁକେଶ

(ମୁମ୍ବାଇ) :  ୯୦ ଦଶକରେ‘ଶକ୍ତିମାନ’ଧାରାବାହିକକୁ ଦେଖିବାକୁ ବସିଥାଆନ୍ତି। ଏହି ସମୟରେ ସେମାନେ କାହାରି କଥା ଶୁଣନ୍ତି ନାହିଁ। ଶକ୍ତିମାନ ଧାରାବାହିକ ଏବେ ପ୍ରସାରଣ ହେଉନଥିଲେ ବି ୯୦ଦଶକର ପିଲାମାନଙ୍କ ହୃଦୟରେ ଏହି ଧାରାବାହିକ ପୂର୍ବ ଭଳି ଘର କରି ରହିଛି।

ସୂଚନାନୁଯାୟୀ , ଶକ୍ତିମାନର ଲୋକପ୍ରିୟତାକୁ ଦେଖି  ଖୁବ୍‌ଶୀଘ୍ର ‘ଶକ୍ତିମାନ’କୁ ନେଇ ଫିଲ୍ମ ନିର୍ମାଣ ହେବ ବୋଲି କିଛିଦିନ ତଳେ ଖବର ଆସିଥିଲା। ଏହା ସହ ଫିଲ୍ମରେ ରଣବୀର ସିଂହ ଶକ୍ତିମାନ ହେବେ ବୋଲି କୁହାଯାଉଥିଲା। ଶକ୍ତିମାନରେ ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଗତ କିଛି ମାସ ହେବ ଚର୍ଚ୍ଚା ହେଉଥିବା ଯେ, ରଣବୀର ସିଂହ ଶକ୍ତିମାନ ହେବେ। ଏହାକୁ ନେଇ ‌ଲୋକେ ଖୁସି ନଥିଲେ। ମୁଁ ଚୁପ୍ ଥିଲି। କିନ୍ତୁ ଚ୍ୟାନେଲ ରଣବୀର ଶକ୍ତିମାନ ହେବେ ବୋଲି ଘୋଷଣା କରିବାରୁ ମୁଁ ମୁହଁ ଖେଲିଛି। କେତେ ବଡ଼ ଷ୍ଟାର ହେଲେ ବି କେହି ଶକ୍ତିମାନ ହୋଇପାରିବେ ନାହିଁ।

Related posts

ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର

mahabharatanews

ଆଖି ବୁଜିଲେ ବିଶ୍ବସୁନ୍ଦରୀ ପ୍ରତିଯୋଗୀ ଶେରିକା ଡି ଅର୍ମାସ

mahabharatanews

ରଣଭୀର ସିଂଙ୍କ ଫେକ ଭିଡିଓ: ମାମଲା ରୁଜୁ  

mahabharatanews