ଓଡିଶା

ନୋ ମାସ୍କ, ନୋ ପେଟ୍ରୋଲ

ଭୁବନେଶ୍ୱର: ଗତକାଲିଠାରୁ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଘରୁ ପାଦ କାଢିଲେ ମାସ୍କ ପିନ୍ଧିବାକୁ ହେବ । ନ ହେଲେ, ଧରାପଡିଲେ ଗଣିବାକୁ ହେବ ଜରିମାନା । ଏବେ ପେଟ୍ରୋଲ ପମ୍ପରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ମିଳିବ ନାହିଁ ପେଟ୍ରୋଲ । ପୂର୍ବରୁ କେବଳ ପାସଧାରୀଙ୍କୁ ପେଟ୍ରୋଲ ଦେବାର ସୁବିଧା ଉପଲବ୍ଧ କରାଯାଇଥିଲା । ଆଜିଠାରୁ ଏଥିରେ ମାସ୍କକୁ ମଧ୍ୟ ଯୋଡା ଯାଇଛି । ଅର୍ଥାତ୍, ନୋ ମାସ୍କ, ନୋ ପେଟ୍ରୋଲ । ତେଣୁ ଏଣିକି, ପେଟ୍ରୋଲ ପମ୍ପକୁ ଯାଉଥିବା ପାସଧାରୀ ମାସ୍କ ପିନ୍ଧିବାକୁ ବାଧ୍ୟ ।

Related posts

ଆସୁଛି ବଡ଼ ବାତ୍ୟା ; ଅଶାନ୍ତ ସମୁଦ୍ର, ୭ ଜିଲ୍ଲା ପାଇଁ ସତର୍କତା ଜାରି

mahabharatanews

ବୌଦ୍ଧ RTO ବସନ୍ତ ମହାପାତ୍ର ଙ୍କ ଘରେ ଭିଜିଲାନ୍ସ ରେଡ

mahabharatanews

ଭୁବନେଶ୍ବରରେ ପୁଣି ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ; ‌ରେଳଧାରଣାରୁ ଖସିଲା ୮ ବଗି

mahabharatanews