ଓଡିଶା

କାଲିମେଳାରେ ନକ୍ସଲ ବ୍ୟାନର

(ମହାଭାରତ, ମାଲକାନାଗିରି): ନକ୍ସଲଙ୍କ ପିଏଲଜିଏ ସପ୍ତାହ ଚାଲିଥିବାବେଳେ ମାଲକାନାଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତର କାନାଗୁଡ ଗାଁ ନିକଟରେ ନକ୍ସଲ ବ୍ୟାନର ଦେଖିବାକୁ ମିଳିଛି । ଏହି ବ୍ୟାନରରେ ପିଏଲଜିଏ ସପ୍ତାହ ପାଳନ କରିବାକୁ ଏବଂ ପୋଲିସକୁ ନକ୍ସଲମାନଙ୍କ ବିଷୟରେ ସୂଚନା ଦେଉଥିବା ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ଦର୍ଶାଯାଇଛି । ଘଟଣାସ୍ଥଳରେ ବିଏସଏଫ ଯବାନ ପହଞ୍ଚି ବ୍ୟାନର ଜବତ କରିଛି । ନକ୍ସଲଙ୍କ ଏହି ପିଏଲଜିଏ ସପ୍ତାହ ପାଳନକୁ ନଜରରେ ରଖି ମାଲକାନାଗିରି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Related posts

ଆସନ୍ତାକାଲି କନ୍ଧମାଳ ଯିବେ ମୋଦି 

mahabharatanews

ଦେଶରେ ୨୪ ଘଣ୍ଟାରେ ଗଲା ୧୨୬ ଜୀବନ

mahabharatanews

ନୃଶଂସ ବାଘର ଆତଙ୍କ

mahabharatanews

Leave a Comment