ଭାରତ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ବିହାର

(ଦିଲ୍ଲୀ) : ପୁଣି ଭୂକଂପରେ ଥରିଲା ଝଟକା ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ବିହାର ।  ନେପାଳରେ ଗତକାଲି ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ଆଉ ଏପର୍ଯ୍ୟନ୍ତ ୧୨୮ ଜଣଙ୍କର ଜୀବନ ଗଲାଣି । ତେବେ ଏହି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି । ତେବେ ଏନେଇ ଜଣେ ଭୂକମ୍ପ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ।

ସୂଚନାନୁଯାୟୀ ,  ପୂର୍ବରୁ ହିମାଳୟ ଭୂବିଜ୍ଞାନର ୱାଡିଆ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ କରୁଥିବା ଭୂକମ୍ପ ବିଶେଷଜ୍ଞ ଅଜୟ ପାଲ କହିଛନ୍ତି ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ଡୋଟି ଜିଲ୍ଲା ନିକଟ ଅଞ୍ଚଳରେ ଘଟିଛି । ଦିନକ ପରେ ଭୁବନେଶ୍ୱର-ଜୟପୁରକୁ ଉଡ଼ିବ ଦ୍ୱିଦୀୟ ବିମାନ ନଭେମ୍ବର ୨୦୨୨ ରେ ୬.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା, ଯେଉଁଥିରେ ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅକ୍ଟୋବର ୩ ରେ ନେପାଳରେ ଗୋଟିଏ ପରେ ଗୋଟିଏ ଆସିଥିବା ଭୂକମ୍ପ ଏହି ଅଞ୍ଚଳର ଆଖପାଖରେ ଘଟିଥିଲା ।

Related posts

ଋଷ- ୟୁକ୍ରେନ୍‌ ଯୁଦ୍ଧ : ୧,୧୧୫ ସାଧାରଣ ନାଗରିକ ଆହତ

mahabharatanews

ଦିଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରୋକ 

mahabharatanews

ରାଜ୍ୟସଭା ପ୍ରାର୍ଥୀ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଆମେ ସମର୍ଥନ କରିବୁ ।

mahabharatanews