ଓଡିଶା

ବାଲୁକା କଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ

(ମହାଭାରତ, ପୁରୀ): ନେତାଜୀ ଜୟନ୍ତୀକୁ ନେଇ ଗୁୁରୁବାର ସାରା ଦେଶ ଉତ୍ସବ ମୁଖର ହୋଇଥିବା ବେଳେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନଓ ସାହୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଦେଶ ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ନେତାଜୀ ସୁଭାଷ ବୋଷଙ୍କୁ ମନେ ପକାଇ ପୁରୀ ଲାଇଟ ହାଉସ ବେଳାଭୂମୀ ଠାରେ ୨୦ ଫୁଟ୍ ଲମ୍ବର ଏକ ବିଶାଳ ବାଲୁକାକଳା ସେ ତିଆରି କରିଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ୨୦ ଟନ ବାଲି ସହ ୭ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି । ଏହି ବାଲୁକା କଳାରେ ସୁଭାଷ ବୋଷଙ୍କ ଅବିକଳ ଛବି ସହ ତ୍ରିରଙ୍ଗାକୁ ସ୍ଥାନ ଦେବା ସହ ଶିଳ୍ପୀ ମାନସ ଦେଶବାସୀଙ୍କୁ ନେତାଜୀ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

Related posts

ସିମେଣ୍ଟ କାରଖାନାରେ ବିସ୍ଫୋରଣ, ୧ ମୃତ

mahabharatanews

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନଙ୍କୁ ରାଜ୍ୟବାସୀ ପାଳନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।

mahabharatanews

ଟାଟା ଷ୍ଟିଲର ରନ୍-ଏ-ଥନ୍ ମାରାଥନ ଆୟୋଜିତ

mahabharatanews