ଭାରତ

କରୋନାଠାରୁ ଅଧିକ ମାରାତ୍ମକ ନିପା ଭାଇରସ

(ଦିଲ୍ଲୀ) : କରୋନାଠାରୁ ଅଧିକ ମାରାତ୍ମକ ନିପା ଭାଇରସ । କେରଳରେ ଏବେ କାୟା ବିସ୍ତାର କରିବାରେ ଲାଗିଛି ଏହି ଭୟଙ୍କର ଭାଇରସ୍ । କେରଳର କୋଜିକୋଡେରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ନିପା ସଂକ୍ରମଣ ମୋଟ୍ ୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ସୂଚନାନୁଯାୟୀ, ନିପା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କରାଳ ସରକାର ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ କୋଝିକୋଡ଼େ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏଥିରେ ବିଦ୍ୟାଳୟ, କଲେଜ ଏବଂ ଟ୍ୟୁସନ ସେଣ୍ଟର ମଧ୍ୟ ଅନ୍ତର୍ଭୁକ୍ତ । ଆସନ୍ତା ସପ୍ତାହରେ ଅନଲାଇନ୍ କ୍ଲାସ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୬୧୫ ଆକ୍ରାନ୍ତ ଚିହ୍ନଟ ଓ ୫୧୪ ଜଣ ମୃତ

mahabharatanews

ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ିବା ମାମଲା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

mahabharatanews

ଆଜି ଆପ ନେତା ସଞ୍ଜୟଙ୍କ ଜାମିନ ଆବେଦନ ଉପରେ ଶୁଣାଣି

mahabharatanews