Uncategorized

ସଂଖ୍ୟାଲଘୁଙ୍କ ଯୋଜନାର ବିବରଣୀ ଦେବାକୁ କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟ ସଂଖ୍ୟା ଲଘୁଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ଉପରେ କେନ୍ଦ୍ର ସରକାରକୁ ଏକ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାର ସଂଖ୍ୟା ଲଘୁଙ୍କ ଶିକ୍ଷା, ସଂସ୍କୃତିର ବିକାଶ ପ।।ଇଁ ଚାରି ହଜାର ଆଠ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛି, ଯାହା ସମାନତା ଅଧିକାର ଉଲ୍ଲଙ୍ଘନ ବୋଲି ଯାଚିକାକର୍ତ୍ତା ତାଙ୍କ ଯାଚିକାରେ ଉଲ୍ଲେଖ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ଆଜି କୋର୍ଟ କେନ୍ଦ୍ରକୁ ସଂଖ୍ୟଲଘୁଙ୍କ ପାଇଁ ହୋଇଥିବା ଯୋଜନା ଗୁଡିକର ବିବରଣୀ ଦେବାକୁ ନୋଟିସ ଜାରି କରିଛନ୍ତି । ଏହି ମାମଲାର ଶୁଣାଣି ମାର୍ଚ୍ଚ ମାସରେ ଆପେକ୍ସ କୋର୍ଟରେ ହେବ ।

Related posts

ଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀ

mahabharatanews

ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖକୁ ନେଇ ସନ୍ଦେହ

mahabharatanews

ୟୁପିରେ ଶୀତ ପ୍ରକୋପ, ୨୦ ଯାଏଁ ସମସ୍ତ ସ୍କୁଲ ବନ୍ଦ

mahabharatanews