ଓଡିଶା

ଏଣିକି ମାତ୍ର ୨୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି’ରେ ସୋସାଇଟି ହାତକୁ ଆସିବ ଜମି ମାଲିକାନା

ଖୋଲିଲା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବାଟ । ଆପାର୍ଟମେଣ୍ଟର କମନ୍ ଏରିଆ ରେଜିଷ୍ଟ୍ରେସନ୍ ପାଇଁ ଦର ଧାର୍ଯ୍ୟ । ଏଣିକି ମାତ୍ର ୨୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି’ରେ ସୋସାଇଟି ହାତକୁ ଆସିବ ଜମି ମାଲିକାନା । ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ତେବେ ଆପାର୍ଟମେଣ୍ଟ କିଣାବିକା ସମୟରେ କମନ ଏରିଆ ସୋସାଇଟି ନାଁରେ ରେଜିଷ୍ଟ୍ରେସନ କରିବାକୁ ବାଧ୍ୟତାମୂଳକ ରେଜିଷ୍ଟ୍ରେସନ ଫି ଧାର୍ଯ୍ୟ ହୋଇନଥିଲା । ଏହି ଅର୍ଥ ବିଲଡର ନା ସୋସାଇଟି ଖର୍ଚ୍ଚ କରିବ ତାକୁ ନେଇ ବିବାଦ ଲାଗି ରହିଥିଲା। ଫଳରେ ସୋସାଇଟି ନାଁରେ ଜମି ମାଲିକାନା ଟ୍ରାନ୍ସଫର ହୋଇପାରୁନଥିଲା। ଏହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟରେ ୨୦୨୩ରେ ସଂଶୋଧନ କରାଯାଇଛି।

Related posts

ମନ୍ଦିରରେ ସେଲଫି ନେବା ବେଳେ ଖସି ପଡିଲେ ମହିଳା

mahabharatanews

ହାତୀର ମୃତ ଦେହ ଉଦ୍ଧାର

mahabharatanews

୭୦% ସିଲାବସରେ ଚଳିତ ବର୍ଷ +୨ ପାଠ୍ୟକ୍ରମ ପ୍ରସ୍ତୁତ ହେବ

mahabharatanews