ଓଡିଶା

ଓଡ଼ିଶା ଠିକାଦାର ମହାସଂଘର କାର୍ଯ୍ୟାଳୟ ଉଦଘାଟିତ

(ମହାଭାରତ, ପିପିଲି): ସାଧାରଣତନ୍ତ୍ର ଦିବସରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମୁଖ୍ୟ କାର୍ଯ୍ୟାଳୟ ପୁରୀ ଜିଲ୍ଲା ପିପିଲି ଠାରେ ଉଦଘାଟିତ ହୋଇଯାଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏହି କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି । ଠିକାଦାରଙ୍କ ଉନ୍ନୟନ ଭିତ୍ତିକ କାର୍ଯ୍ୟଗୁଡିକ ସମ୍ପର୍କରେ ଜାଣିବାକୁ ଚାହୁଁଥିବା ଜନସାଧାରଣ ଏହି କାର୍ଯ୍ୟାଳୟ ମାଧ୍ୟମରେ ଜାଣିବାକୁ ପାଇବେ । ମୁଖ୍ୟାଳୟର ଉଦଘାଟନୀ ଉତ୍ସବରେ ମହାସଂଘର ଆବାହକ ପ୍ରଫୁୁଲ୍ଲ ଚନ୍ଦ୍ର ପଣ୍ଡା, ସଭାପତି ପ୍ରତାପ ଚନ୍ଦ୍ର ପରିଡା, ଉପସମ୍ପାଦକ ସୁଧୀର ନାୟକଙ୍କ ସମେତ ଶତାଧିକ ଠିକାଦାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Related posts

୪ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ଛତିଶଗଡ଼ ରାଜ୍ୟପାଳ

mahabharatanews

ରାଇସ ମିଲ ପ୍ରଦୂଷଣରେ ଅତିଷ୍ଠ ଅଞ୍ଚଳବାସୀ

mahabharatanews

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ଆଉ ୭୭୮ ନୂଆ ଆକ୍ରାନ୍ତ

mahabharatanews

Leave a Comment