ଓଡିଶା

ନନ୍ଦନକାନନକୁ ଆସିଲେ ୪ନୂଆ ଅତିଥି

(ଭୁବନେଶ୍ୱର) : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ୨ଟି ୱାଲାବି ଓ ପ୍ରଥମ ଥର ୨ଟି ଲିଭିଂଷ୍ଟୋନ ଟୁରାକୋ ପ୍ରାୟ ୩୫ ବର୍ଷ ପରେ ଦୁଇ ୱାଲାବି ଆସିଛନ୍ତି । ତେବେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଏହି ନୂଆ ଜୀବଜନ୍ତୁ ଅଣାଗଲା ।

ସୂଚନାନୁଯାୟୀ , ୪ ନୂଆ ଜୀବଜନ୍ତୁଙ୍କୁ ଦେଖି ପାରିବେ ପର୍ଯ୍ୟଟକ । ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଆଇଜଲ ଜୁଲୋଜିକାଲ ଚିଡିଆଖାନାରୁ ୩ ପ୍ରଜାତିର ୫ ଜୀବଜନ୍ତୁ ଆସିଥିଲେ । ଚଳିତ ବର୍ଷ ଅଗଷ୍ଟ ମାସରେ ଆଖି ବୁଜିଥିଲା ୯ମାସର ସିଂହ ଶାବକ । ଦୀର୍ଘ ଦିନ ଅସୁସ୍ଥ ଥିଲା, ଯାହା ପରେ ସିଂହ ଶାବକର ମୃତ୍ୟୁ ହୋଇଥିଲା । ଏହା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ହ୍ରାସ ହୋଇଛି । ତେବେ ୯ ଟି ସିଂହ ଶାବକକୁ ଜନ୍ମ ଦେଇଥିଲା ସିଂହୀ ବିଜଲୀ ।

Related posts

ସ୍ୱଂୟ ସାହାୟକ ଗୋଷ୍ଠୀର କରୋନା ସଚେତନତା କାର୍ଯ୍ୟ

mahabharatanews

ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା

mahabharatanews

ଏଣିକି ଟୁଇନ୍ ସିଟିରେ ପ୍ରବେଶ କରିବ ନାହିଁ ମାଲବାହୀ ଗାଡ଼ି

mahabharatanews